ଗାମୁଛାରେ ଝୁଲି ଜୀବନ ହାରିଲେ ପ୍ରେମରେ ବିଫଳ ଯୁବକ

ଭୁବନେଶ୍ୱର : ପ୍ରେମରେ ବିଫଳ ହେବାରୁ ପ୍ରେମିକାଙ୍କୁ ଭିଡିଓ କଲ୍ କରି ଗାମୁଛାରେ ଝୁଲି ପଡ଼ିଲେ ଯୁବକ। ଏଭଳି କାମ କରିଥିବା ପ୍ରେମିକ ହେଉଛନ୍ତି ନୟାଗଡ଼ର ସର୍ବେଶ୍ଵର ପରିଡ଼ା (୧୯)। ସେ ଗାଡି ସର୍ଭିସ ସେଣ୍ଟରରେ କାମ କରୁଥିଲେ। ଲିଙ୍ଗରାଜ ପୁଲିସ ସର୍ବେଶ୍ଵର ପରିଡ଼ାଙ୍କର ମୃତଦେହ ଜବତ କରି କ୍ୟାପିଟାଲ ହସ୍ପିଟାଲକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ପ୍ରେମିକା ଆଉ ଜଣଙ୍କୁ ଆଇ ଲଭ ୟୁ ମେସଜ୍ ଦେବାରୁ ସର୍ବେଶ୍ଵର … Continue reading ଗାମୁଛାରେ ଝୁଲି ଜୀବନ ହାରିଲେ ପ୍ରେମରେ ବିଫଳ ଯୁବକ